# you may receive her in the Lord ଫୈବୀକୁ ସେମାନଙ୍କର ଏକ ସାଥୀ ବିଶ୍ବାସୀ ରୂପେ ଗ୍ରହଣ କରିବା ନିମନ୍ତେ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାକୁ ସ୍ବାଗତ କର, ଯେହେତୁ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ” (ଦେଖ:[[rc://*/ta/man/translate/figs-explicit]]) # in a manner worthy of the saints ଏହି ପ୍ରକାରେ ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ସ୍ବାଗତ କରିବା ଉଚିତ୍ # stand by her ଫୈବୀକୁ ତାହାର ଆବଶ୍ୟକତା ଅନୁସାରେ ସମସ୍ତ ବିଷୟ ଦେବାପାଇଁ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଆବଶ୍ୟକ, ତାହା ଦେଇ ତାହାକୁ ସାହାଯ୍ୟ କର” (ଦେଖ:[[rc://*/ta/man/translate/figs-euphemism]]) # has become a helper of many, and of myself as well ସେ ଅନେକଙ୍କୁ ସାହାଯ୍ୟ କରିଅଛି, ଓ ସେ ମୋତେ ମଧ୍ୟ ସାହାଯ୍ୟ କରିଅଛି