or_tn/rom/15/22.md

8 lines
808 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ରୋମରେ ଥିବା ବିଶ୍ବାସୀମାନଙ୍କୁ ତାହାଙ୍କ ବ୍ୟକ୍ତିଗତ ଯୋଜନା ବିଷୟରେ କହନ୍ତି ଓ ପ୍ରାର୍ଥନା କରିବାପାଇଁ ବିଶ୍ବାସୀମାନଙ୍କୁ ନିବେଦନ କରୁଛନ୍ତି I
# I was also hindered
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ମୋତେ ମଧ୍ୟ ବାଧା ଦେଲେ” ବା “ ଲୋକମାନେ ମୋତେ ମଧ୍ୟ ବାଧା ଦେଲେ” (ଦେଖ:[[rc://*/ta/man/translate/figs-activepassive]])