# Connecting Statement: ପାଉଲ ରୋମରେ ଥିବା ବିଶ୍ବାସୀମାନଙ୍କୁ ତାହାଙ୍କ ବ୍ୟକ୍ତିଗତ ଯୋଜନା ବିଷୟରେ କହନ୍ତି ଓ ପ୍ରାର୍ଥନା କରିବାପାଇଁ ବିଶ୍ବାସୀମାନଙ୍କୁ ନିବେଦନ କରୁଛନ୍ତି I # I was also hindered ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ମୋତେ ମଧ୍ୟ ବାଧା ଦେଲେ” ବା “ ଲୋକମାନେ ମୋତେ ମଧ୍ୟ ବାଧା ଦେଲେ” (ଦେଖ:[[rc://*/ta/man/translate/figs-activepassive]])