or_tn/rom/15/12.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# root of Jesse
ଯିଶୟ ଦାଉଦ ରାଜାଙ୍କ ଶାରୀରିକ ପିତା ଥିଲେ । ଅନ୍ୟ ଏକ ଅନୁବାଦରେ: “ଯିଶୟଙ୍କ ବଂଶଜ” (ଦେଖ:[[rc://*/ta/man/translate/figs-metonymy]])
# in him the Gentiles will have hope
ଏଠାରେ “ତାହାଙ୍କୁ” ଯିଶୟଙ୍କ ବଂଶଜ, ମଶୀହଙ୍କୁ ଦର୍ଶାଏ I ଯେଉଁମାନେ ଯିହୂଦୀ ନୁହନ୍ତି, ତାହାଙ୍କ ପ୍ରତିଜ୍ଞାଗୁଡିକୁ ପୂରା କରିବାକୁ ସେମାନେ ମଧ୍ୟ ତାହାଙ୍କଠାରେ ବିଶ୍ବାସ କରିବେ । ଅନ୍ୟ ଏକ ଅନୁବାଦରେ: “ଯାହା ସେ ପ୍ରତିଜ୍ଞା କରିଅଛନ୍ତି, ତାହା କରିବାପାଇଁ ଯେଉଁମାନେ ଯିହୂଦୀ ନୁହନ୍ତି, ସେମାନେ ତାହାଙ୍କଠାରେ ବିଶ୍ବାସ କରିବେ” (ଦେଖ:[[rc://*/ta/man/translate/figs-explicit]])