# root of Jesse ଯିଶୟ ଦାଉଦ ରାଜାଙ୍କ ଶାରୀରିକ ପିତା ଥିଲେ । ଅନ୍ୟ ଏକ ଅନୁବାଦରେ: “ଯିଶୟଙ୍କ ବଂଶଜ” (ଦେଖ:[[rc://*/ta/man/translate/figs-metonymy]]) # in him the Gentiles will have hope ଏଠାରେ “ତାହାଙ୍କୁ” ଯିଶୟଙ୍କ ବଂଶଜ, ମଶୀହଙ୍କୁ ଦର୍ଶାଏ I ଯେଉଁମାନେ ଯିହୂଦୀ ନୁହନ୍ତି, ତାହାଙ୍କ ପ୍ରତିଜ୍ଞାଗୁଡିକୁ ପୂରା କରିବାକୁ ସେମାନେ ମଧ୍ୟ ତାହାଙ୍କଠାରେ ବିଶ୍ବାସ କରିବେ । ଅନ୍ୟ ଏକ ଅନୁବାଦରେ: “ଯାହା ସେ ପ୍ରତିଜ୍ଞା କରିଅଛନ୍ତି, ତାହା କରିବାପାଇଁ ଯେଉଁମାନେ ଯିହୂଦୀ ନୁହନ୍ତି, ସେମାନେ ତାହାଙ୍କଠାରେ ବିଶ୍ବାସ କରିବେ” (ଦେଖ:[[rc://*/ta/man/translate/figs-explicit]])