or_tn/rom/08/29.md

24 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# those whom he foreknew
ଯେଉଁମାନଙ୍କୁ ସେ ସୃଷ୍ଟି କରିବା ପୂର୍ବରୁ ଜାଣିଥିଲେ
# he also predestined
ସେ ସେମାନଙ୍କର ଲକ୍ଷ୍ୟସ୍ଥଳ ମଧ୍ୟ ପ୍ରସ୍ତୁତ କରିଅଛନ୍ତି ବା “ସେ ପୂର୍ବରୁ ଯୋଜନା କରିଅଛନ୍ତି”
# to be conformed to the image of his Son
ଯେଉଁମାନେ ଈଶ୍ବରଙ୍କ ପୁତ୍ର ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କର ବୃଦ୍ଧି ନିମନ୍ତେ ଈଶ୍ବର ସୃଷ୍ଟି କରିବା ପୁର୍ବରୁ ହିଁ ଯୀଶୁଙ୍କ ପରି ବ୍ୟକ୍ତି ହେବାପାଇଁ ଯୋଜନା କରିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ସେମାନଙ୍କୁ ତାହାଙ୍କ ପୁତ୍ର ରୂପେ ପରିବର୍ତ୍ତନ କରିବେ” (ଦେଖ:[[rc://*/ta/man/translate/figs-activepassive]])
# Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
# that he might be the firstborn
ଯେପରି ତାହାଙ୍କ ପୁତ୍ର ପ୍ରଥମଜାତ ହେବେ
# among many brothers
ଏଠାରେ “ଭାଇମାନେ” ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅନେକ ଭାଇ ଓ ଭଉଣୀମାନଙ୍କ ମଧ୍ୟରୁ, ଯେଉଁମାନେ ପରମେଶ୍ବରଙ୍କ ପରିବାରର ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])