# those whom he foreknew ଯେଉଁମାନଙ୍କୁ ସେ ସୃଷ୍ଟି କରିବା ପୂର୍ବରୁ ଜାଣିଥିଲେ # he also predestined ସେ ସେମାନଙ୍କର ଲକ୍ଷ୍ୟସ୍ଥଳ ମଧ୍ୟ ପ୍ରସ୍ତୁତ କରିଅଛନ୍ତି ବା “ସେ ପୂର୍ବରୁ ଯୋଜନା କରିଅଛନ୍ତି” # to be conformed to the image of his Son ଯେଉଁମାନେ ଈଶ୍ବରଙ୍କ ପୁତ୍ର ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କର ବୃଦ୍ଧି ନିମନ୍ତେ ଈଶ୍ବର ସୃଷ୍ଟି କରିବା ପୁର୍ବରୁ ହିଁ ଯୀଶୁଙ୍କ ପରି ବ୍ୟକ୍ତି ହେବାପାଇଁ ଯୋଜନା କରିଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେ ସେମାନଙ୍କୁ ତାହାଙ୍କ ପୁତ୍ର ରୂପେ ପରିବର୍ତ୍ତନ କରିବେ” (ଦେଖ:[[rc://*/ta/man/translate/figs-activepassive]]) # Son ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]]) # that he might be the firstborn ଯେପରି ତାହାଙ୍କ ପୁତ୍ର ପ୍ରଥମଜାତ ହେବେ # among many brothers ଏଠାରେ “ଭାଇମାନେ” ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଅନେକ ଭାଇ ଓ ଭଉଣୀମାନଙ୍କ ମଧ୍ୟରୁ, ଯେଉଁମାନେ ପରମେଶ୍ବରଙ୍କ ପରିବାରର ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])