or_tn/rom/07/intro.md

22 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# ରୋମୀୟ୦୭ ଅଧ୍ୟାୟର ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
### “ତୁମ୍ଭେମାନେ କ’ଣ ଜାଣ ନାହଁ”
ଏକ ନୂତନ ବିଷୟରେ ଆଲୋଚନା କରିବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯାହା ପୂର୍ବ ଶିକ୍ଷାରେ ଅଲୋଚନା କରାଯାଇଛି, ତାହା ସହିତ ମିଳିତ କରିବା ପାଇଁI
## ଏହି ଅଧ୍ୟାୟର ବିଶେଷ ଧାରଣା
### “ଆମ୍ଭେମାନେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ
ପାଉଲ ବର୍ଣ୍ଣନା କରନ୍ତି ଯେ ମୋଶାଙ୍କ ବ୍ୟବସ୍ଥା ଆଉ ଲାଗୁ ହେଉନାହିଁ I ଏହା ସତ୍ୟ ହେଲେ ମଧ୍ୟ, ବ୍ୟବସ୍ଥାରେ ଥିବା ସର୍ବକାଳୀନ ସିଦ୍ଧାନ୍ତଗୁଡିକ ଈଶ୍ବରଙ୍କ ଚରିତ୍ରକୁ ପ୍ରକାଶିତ କରେ I (ଦେଖ:[[rc://*/tw/dict/bible/kt/lawofmoses]])
## ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଶବ୍ଦ ଅଳଙ୍କାର
## ବିବାହ
ଶାସ୍ତ୍ର ସାଧାରଣତଃ ବିବାହକୁ ଏକ ରୂପକ ଭାବେ ବ୍ୟବହାର କରେ I ଏଠାରେ ପାଉଲ ମଣ୍ଡଳୀ କିପରି ମୋଶାଙ୍କ ବ୍ୟବସ୍ଥା ଓ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ସମ୍ବନ୍ଧ ସ୍ଥାପନ କରୁଛି, ସେ ବିଷୟ ବର୍ଣ୍ଣନା କରୁଛନ୍ତି I (ଦେଖ:[[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟର ଅନ୍ୟ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଶରୀର
ଏହା ଏକ ଜଟିଳ ବିଷୟ ଅଟେ I “ଶରୀର” ଆମ୍ଭମାନଙ୍କ ପାପରୂପ ସ୍ବଭାବର ରୂପକ ଅଟେ I ପାଉଲ ଏହା ଶିକ୍ଷା ଦେଉ ନାହାନ୍ତି ଯେ ଆମ୍ଭମାନଙ୍କର ଭୌତିକ ଶରୀର ପାପ ଅଟେ I ପାଉଲ ଏହା ଶିକ୍ଷା ଦେବା ନିମନ୍ତେ ଚାହାଁନ୍ତି ଯେ, ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି, (“ଶରୀରରେ”), ଆମ୍ଭେମାନେ ବାରମ୍ବାର ପାପ କରି ଚାଲିଥିବା I କିନ୍ତୁ ଆମ୍ଭମାନଙ୍କର ନୂତନ ସ୍ବଭାବ ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରିବ I (ଦେଖ:[[rc://*/tw/dict/bible/kt/flesh]] ଓ [[rc://*/tw/dict/bible/kt/sin]])