or_tn/rom/07/13.md

36 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ତାହାଙ୍କ ଆନ୍ତରିକ ମନୁଷ୍ୟର ସଂଘର୍ଷ ବିଷୟରେ କହନ୍ତି, ତାହାର ଆନ୍ତରିକ ମନୁଷ୍ୟର ପାପ ସହ ଈଶ୍ବରଙ୍କ ବ୍ୟବସ୍ଥାର ଜ୍ଞାନ ମଧ୍ୟରେ ହେଉଥିବା ସଂଘର୍ଷ- ପାପ ଓ ଉତ୍ତମ ବିଷୟ ମଧ୍ୟରେ I
# So
ପାଉଲ ଏକ ନୂତନ ବିଷୟର ସୂଚନା ଦେଉଛନ୍ତି I
# did what is good become death to me?
ପାଉଲ ଜୋର୍ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I (ଦେଖ:[[rc://*/ta/man/translate/figs-rquestion]])
# what is good
ଏହା ଈଶ୍ବରଙ୍କ ବ୍ୟବସ୍ଥାକୁ ଦର୍ଶାଏ I
# become death to me
ମୋର ମୃତ୍ୟୁ ଘଟାଇଥିଲା
# May it never be
ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନ ପାଇଁ ଏହି ଅଭିବ୍ୟକ୍ତି ଏକ ଅଧିକ ଦୃଢ ନାକାରାତ୍ମକ ଉତ୍ତର ଦିଏ । ତୁମ୍ଭମାନଙ୍କ ଭାଷାରେ ଏକା ଭଳି ଅଭିବ୍ୟକ୍ତି ଥିଲେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରେ ଏହା ସତ୍ୟ ନୁହେଁ” (ଦେଖ:[[rc://*/ta/man/translate/figs-rquestion]])
# sin ... brought about death in me
ପାଉଲ ପାପକୁ ଏପରି ପ୍ରକାଶ କରନ୍ତି ସତେ ଯେପରି ସେ ଜଣେ ବ୍ୟକ୍ତି ଥିଲା ଓ କାର୍ଯ୍ୟ କରିପାରୁଥିଲା I (ଦେଖ:[[rc://*/ta/man/translate/figs-personification]])
# brought about death in me
ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା
# through the commandment
କାରଣ ମୁଁ ଆଜ୍ଞାକୁ ଅବଜ୍ଞା କଲି