# Connecting Statement: ପାଉଲ ତାହାଙ୍କ ଆନ୍ତରିକ ମନୁଷ୍ୟର ସଂଘର୍ଷ ବିଷୟରେ କହନ୍ତି, ତାହାର ଆନ୍ତରିକ ମନୁଷ୍ୟର ପାପ ସହ ଈଶ୍ବରଙ୍କ ବ୍ୟବସ୍ଥାର ଜ୍ଞାନ ମଧ୍ୟରେ ହେଉଥିବା ସଂଘର୍ଷ- ପାପ ଓ ଉତ୍ତମ ବିଷୟ ମଧ୍ୟରେ I # So ପାଉଲ ଏକ ନୂତନ ବିଷୟର ସୂଚନା ଦେଉଛନ୍ତି I # did what is good become death to me? ପାଉଲ ଜୋର୍ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I (ଦେଖ:[[rc://*/ta/man/translate/figs-rquestion]]) # what is good ଏହା ଈଶ୍ବରଙ୍କ ବ୍ୟବସ୍ଥାକୁ ଦର୍ଶାଏ I # become death to me ମୋର ମୃତ୍ୟୁ ଘଟାଇଥିଲା # May it never be ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନ ପାଇଁ ଏହି ଅଭିବ୍ୟକ୍ତି ଏକ ଅଧିକ ଦୃଢ ନାକାରାତ୍ମକ ଉତ୍ତର ଦିଏ । ତୁମ୍ଭମାନଙ୍କ ଭାଷାରେ ଏକା ଭଳି ଅଭିବ୍ୟକ୍ତି ଥିଲେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରେ ଏହା ସତ୍ୟ ନୁହେଁ” (ଦେଖ:[[rc://*/ta/man/translate/figs-rquestion]]) # sin ... brought about death in me ପାଉଲ ପାପକୁ ଏପରି ପ୍ରକାଶ କରନ୍ତି ସତେ ଯେପରି ସେ ଜଣେ ବ୍ୟକ୍ତି ଥିଲା ଓ କାର୍ଯ୍ୟ କରିପାରୁଥିଲା I (ଦେଖ:[[rc://*/ta/man/translate/figs-personification]]) # brought about death in me ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା # through the commandment କାରଣ ମୁଁ ଆଜ୍ଞାକୁ ଅବଜ୍ଞା କଲି