or_tn/rom/05/18.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# by one trespass
ଆଦମ କରିଥିବା ପାପ ଦ୍ବାରା ବା “ ଆଦମଙ୍କ ପାପ ସକାଶେ”
# condemnation came to all people
ଏଠାରେ “ଦଣ୍ଡାଜ୍ଞା” ଈଶ୍ବରଙ୍କ ଦଣ୍ଡକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପାପ ସକଶେ ସମସ୍ତ ଲୋକ ଈଶ୍ବରଙ୍କ ଦଣ୍ଡର ଯୋଗ୍ୟ ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])
# one act of righteousness
ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ
# justification and life for all people
ଏଠାରେ “ଧାର୍ମିକକରଣ” ଈଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା କ୍ଷମତାକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମସ୍ତ ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରନ୍ତି” (ଦେଖ:[[rc://*/ta/man/translate/figs-explicit]])