# by one trespass ଆଦମ କରିଥିବା ପାପ ଦ୍ବାରା ବା “ ଆଦମଙ୍କ ପାପ ସକାଶେ” # condemnation came to all people ଏଠାରେ “ଦଣ୍ଡାଜ୍ଞା” ଈଶ୍ବରଙ୍କ ଦଣ୍ଡକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପାପ ସକଶେ ସମସ୍ତ ଲୋକ ଈଶ୍ବରଙ୍କ ଦଣ୍ଡର ଯୋଗ୍ୟ ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]]) # one act of righteousness ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ # justification and life for all people ଏଠାରେ “ଧାର୍ମିକକରଣ” ଈଶ୍ବର ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିବା କ୍ଷମତାକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମସ୍ତ ଲୋକମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରନ୍ତି” (ଦେଖ:[[rc://*/ta/man/translate/figs-explicit]])