or_tn/rom/03/01.md

8 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଯିହୂଦୀମାନଙ୍କଠାରେ ଥିବା ବିଶେଷତା ବିଷୟରେ କହନ୍ତି, କାରଣ ପରମେଶ୍ବର ସେମାନଙ୍କୁ ତାହାଙ୍କ ବ୍ୟବସ୍ଥା ଦେଇଅଛନ୍ତି।
# Then what advantage does the Jew have? And what is the benefit of circumcision?
ଅଧ୍ୟାୟରେ ଯାହା ସେ ଲେଖିଥିଲେ, ତାହା ପଢିଲା ପରେ ଲୋକମାନଙ୍କର ପ୍ରଶ୍ନ ରହି ପାରେ, ସେଥିପାଇଁ ପାଉଲ ସେହି ବିଚାରଗୁଡିକୁ ଉପସ୍ଥାପନା କରୁଛନ୍ତି। ପଦରେ ସେ ସେମାନଙ୍କୁ ଉତ୍ତର ଦେବାପାଇଁ ଏହା କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ କହନ୍ତି, ତେବେ ଯିହୂଦୀମାନଙ୍କ ବିଶେଷତା କ’ଣ ଅଛି? ଓ ସୁନ୍ନତ ହେବାରେ କ’ଣ ଲାଭ ଅଛି?’” ଓ “କେତେକ ଲୋକ କହନ୍ତି, ତାହ ଯଦି ସତ୍ୟ ଅଟେ, ତେବେ ଯିହୂଦୀମାନଙ୍କର କିଛି ବିଶେଷତା ନାହିଁ,ଓ ସୁନ୍ନତ ହେବାରେ କିଛି ଲାଭଦାୟକ ନୁହେଁ.’” (ଦେଖ:[[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-rquestion]])