# Connecting Statement: ପାଉଲ ଯିହୂଦୀମାନଙ୍କଠାରେ ଥିବା ବିଶେଷତା ବିଷୟରେ କହନ୍ତି, କାରଣ ପରମେଶ୍ବର ସେମାନଙ୍କୁ ତାହାଙ୍କ ବ୍ୟବସ୍ଥା ଦେଇଅଛନ୍ତି। # Then what advantage does the Jew have? And what is the benefit of circumcision? ୨ ଅଧ୍ୟାୟରେ ଯାହା ସେ ଲେଖିଥିଲେ, ତାହା ପଢିଲା ପରେ ଲୋକମାନଙ୍କର ପ୍ରଶ୍ନ ରହି ପାରେ, ସେଥିପାଇଁ ପାଉଲ ସେହି ବିଚାରଗୁଡିକୁ ଉପସ୍ଥାପନା କରୁଛନ୍ତି। ୨ ପଦରେ ସେ ସେମାନଙ୍କୁ ଉତ୍ତର ଦେବାପାଇଁ ଏହା କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ କହନ୍ତି, ତେବେ ଯିହୂଦୀମାନଙ୍କ ବିଶେଷତା କ’ଣ ଅଛି? ଓ ସୁନ୍ନତ ହେବାରେ କ’ଣ ଲାଭ ଅଛି?’” ଓ “କେତେକ ଲୋକ କହନ୍ତି, ତାହ ଯଦି ସତ୍ୟ ଅଟେ, ତେବେ ଯିହୂଦୀମାନଙ୍କର କିଛି ବିଶେଷତା ନାହିଁ,ଓ ସୁନ୍ନତ ହେବାରେ କିଛି ଲାଭଦାୟକ ନୁହେଁ.’” (ଦେଖ:[[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-rquestion]])