or_tn/rev/04/06.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# a sea of glass
ଏହା କିପରି କାଚ ଅବା ଏକ ସମୁଦ୍ର ସଦୃଶ ଥିଲା, ତାହା ସ୍ପଷ୍ଟ କରାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) ଏକ ସମୁଦ୍ର ବିଷୟରେ କୁହାଯାଏ ଯେପରି ଏହା ଏକ କାଚ ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “ଏକ ସମୁଦ୍ର ଯାହା କାଚ ସଦୃଶ ନିର୍ମଳ ଥିଲା” କିମ୍ବା ) କାଚ ଯେପରି ଏକ ସମୁଦ୍ର ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “କାଚ ଯାହା ଏକ ସମୁଦ୍ର ସଦୃଶ ପରିବ୍ୟାପ୍ତ ହୋଇଥିଲା I (ଦେଖ: [[rc://*/ta/man/translate/figs-metaphor]])
# like crystal
ଏହା କିପରି ସ୍ଫଟିକ ସଦୃଶ ଥିଲା, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସ୍ଫଟିକ ସଦୃଶ ସ୍ବଚ୍ଛ” (ଦେଖ: [[rc://*/ta/man/translate/figs-simile]])
# In the middle of the throne and around the throne
ସିଂହାସନର ଚତୁର୍ଦ୍ଦିଗରେ ତତକ୍ଷଣାତ୍ କିମ୍ବା “ସିଂହାସନ ନିକଟରେ ଓ ଏହାର ଚତୁର୍ଦ୍ଦିଗରେ”
# four living creatures
ଚାରି ଜୀବିତ ପ୍ରାଣୀ କିମ୍ବା “ଚାରି ଜୀବିତ ଜିନିଷ”