# a sea of glass ଏହା କିପରି କାଚ ଅବା ଏକ ସମୁଦ୍ର ସଦୃଶ ଥିଲା, ତାହା ସ୍ପଷ୍ଟ କରାଯାଇ ପାରିବ I ସମ୍ଭାବିତ ଅର୍ଥ ଗୁଡିକ ୧) ଏକ ସମୁଦ୍ର ବିଷୟରେ କୁହାଯାଏ ଯେପରି ଏହା ଏକ କାଚ ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “ଏକ ସମୁଦ୍ର ଯାହା କାଚ ସଦୃଶ ନିର୍ମଳ ଥିଲା” କିମ୍ବା ୨) କାଚ ଯେପରି ଏକ ସମୁଦ୍ର ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “କାଚ ଯାହା ଏକ ସମୁଦ୍ର ସଦୃଶ ପରିବ୍ୟାପ୍ତ ହୋଇଥିଲା I (ଦେଖ: [[rc://*/ta/man/translate/figs-metaphor]]) # like crystal ଏହା କିପରି ସ୍ଫଟିକ ସଦୃଶ ଥିଲା, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସ୍ଫଟିକ ସଦୃଶ ସ୍ବଚ୍ଛ” (ଦେଖ: [[rc://*/ta/man/translate/figs-simile]]) # In the middle of the throne and around the throne ସିଂହାସନର ଚତୁର୍ଦ୍ଦିଗରେ ତତକ୍ଷଣାତ୍ କିମ୍ବା “ସିଂହାସନ ନିକଟରେ ଓ ଏହାର ଚତୁର୍ଦ୍ଦିଗରେ” # four living creatures ଚାରି ଜୀବିତ ପ୍ରାଣୀ କିମ୍ବା “ଚାରି ଜୀବିତ ଜିନିଷ”