or_tn/rev/04/04.md

8 lines
607 B
Markdown
Raw Permalink Normal View History

2020-11-19 00:15:53 +00:00
# twenty-four elders
୨୪ ପ୍ରାଚୀନ (ଦେଖ: [[rc://*/ta/man/translate/translate-numbers]])
# golden crowns
ଏଗୁଡିକ ପିଟା ସୁବର୍ଣ୍ଣରେ ନିର୍ମିତ, ଜୀତ ଡାଳ କିମ୍ବା ଲରେଲ୍ ପତ୍ର ସଦୃଶ ଦେଖା ଯାଉଥିବା ମାଳ ଥିଲା I ପତ୍ରରେ ନିର୍ମିତ, ଏପ୍ରକାର ମୁକୁଟ ମସ୍ତକରେ ପିନ୍ଧିବା ନିମନ୍ତେ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆ ଯାଉଥିଲା I