# twenty-four elders ୨୪ ପ୍ରାଚୀନ (ଦେଖ: [[rc://*/ta/man/translate/translate-numbers]]) # golden crowns ଏଗୁଡିକ ପିଟା ସୁବର୍ଣ୍ଣରେ ନିର୍ମିତ, ଜୀତ ଡାଳ କିମ୍ବା ଲରେଲ୍ ପତ୍ର ସଦୃଶ ଦେଖା ଯାଉଥିବା ମାଳ ଥିଲା I ପତ୍ରରେ ନିର୍ମିତ, ଏପ୍ରକାର ମୁକୁଟ ମସ୍ତକରେ ପିନ୍ଧିବା ନିମନ୍ତେ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆ ଯାଉଥିଲା I