or_tn/rev/02/24.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# everyone who does not hold this teaching
ଏକ ଶିକ୍ଷା ବିଶ୍ବାସ କରିବା ବିଷୟକୁ ଶିକ୍ଷା ଧରି ରଖିବା କୁହାଯାଏ I ଅନ୍ୟଏକ ଅନୁବାଦରେ: “ଯେଉଁ ପ୍ରତ୍ୟେକ ଜଣ ଏହି ଶିକ୍ଷା ବିଶ୍ବାସ କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# does not hold this teaching
ବିଶେଷ୍ୟ ପଦ “ଶିକ୍ଷା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଯାହା ଶିକ୍ଷା ଦିଏ, ତାହା ଧରି ରଖନାହିଁ” କିମ୍ବା “ସେ ଯାହା ଶିକ୍ଷା ଦିଏ, ତାହା ବିଶ୍ବାସ କରନାହିଁ”
# deep things
ଗୁପ୍ତ ବିଷୟଗୁଡିକ ସମ୍ବନ୍ଧରେ କୁହାଯାଏ ଯେପରି ସେଗୁଡିକ ଗଭୀର ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଗୁପ୍ତ ବିଷୟ” (ଦେଖ: [[rc://*/ta/man/translate/figs-metaphor]])