or_tn/rev/02/05.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# from where you have fallen
ସେମାନେ ପୂର୍ବରୁ ଯେପରି କରୁଥଲେ ସେପରି କରୁ ନଥିବା ବିଷୟକୁ କୁହାଯାଏ ଯେପରି ପତିତ ହୋଇ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେତେ ବଦଳି ଯାଇଛ” କିମ୍ବା “ତୁମ୍ଭେ ମୋତେ କେତେ ପ୍ରେମ କରୁଥିଲ” (ଦେଖ: [[rc://*/ta/man/translate/figs-metaphor]])
# Unless you repent
ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ
# remove your lampstand
ପ୍ରଦୀପ ଗୁଡିକ ସଂକେତ ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୨](../01/12.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])