# from where you have fallen ସେମାନେ ପୂର୍ବରୁ ଯେପରି କରୁଥଲେ ସେପରି କରୁ ନଥିବା ବିଷୟକୁ କୁହାଯାଏ ଯେପରି ପତିତ ହୋଇ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେତେ ବଦଳି ଯାଇଛ” କିମ୍ବା “ତୁମ୍ଭେ ମୋତେ କେତେ ପ୍ରେମ କରୁଥିଲ” (ଦେଖ: [[rc://*/ta/man/translate/figs-metaphor]]) # Unless you repent ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ # remove your lampstand ପ୍ରଦୀପ ଗୁଡିକ ସଂକେତ ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୨](../01/12.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])