or_tn/rev/02/02.md

12 lines
909 B
Markdown
Raw Permalink Normal View History

2020-11-19 00:15:53 +00:00
# I know ... your hard labor and your patient endurance
ପରିଶ୍ରମ ଓ “ଧୈର୍ଯ୍ୟ” ଗୁଣବାଚକ ବିଶେଷ୍ୟ ଅଟନ୍ତି ଓ “କାର୍ଯ୍ୟ କରିବା” ଓ “ସହ୍ୟ କରିବା” କ୍ରିୟାରେ ତାହାକୁ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଜାଣୁ...ଯେ ତୁମ୍ଭେ କଠିନ ପରିଶ୍ରମ କରୁଅଛ ଓ ତୁମ୍ଭେ ଧୈର୍ଯ୍ୟର ସହିତ ସହ୍ୟ କରୁଅଛ” (ଦେଖ: [[rc://*/ta/man/translate/figs-abstractnouns]])
# but are not
କିନ୍ତୁ ପ୍ରେରିତ ନୁହ
# you have found them to be false
ତୁମ୍ଭେମାନେ ଚିହ୍ନିଅଛ ଯେ ସେମାନେ ଭଣ୍ଡ ପ୍ରେରିତ ଅଟନ୍ତି