# I know ... your hard labor and your patient endurance ପରିଶ୍ରମ ଓ “ଧୈର୍ଯ୍ୟ” ଗୁଣବାଚକ ବିଶେଷ୍ୟ ଅଟନ୍ତି ଓ “କାର୍ଯ୍ୟ କରିବା” ଓ “ସହ୍ୟ କରିବା” କ୍ରିୟାରେ ତାହାକୁ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଜାଣୁ...ଯେ ତୁମ୍ଭେ କଠିନ ପରିଶ୍ରମ କରୁଅଛ ଓ ତୁମ୍ଭେ ଧୈର୍ଯ୍ୟର ସହିତ ସହ୍ୟ କରୁଅଛ” (ଦେଖ: [[rc://*/ta/man/translate/figs-abstractnouns]]) # but are not କିନ୍ତୁ ପ୍ରେରିତ ନୁହ # you have found them to be false ତୁମ୍ଭେମାନେ ଚିହ୍ନିଅଛ ଯେ ସେମାନେ ଭଣ୍ଡ ପ୍ରେରିତ ଅଟନ୍ତି