or_tn/rev/01/02.md

8 lines
702 B
Markdown
Raw Permalink Normal View History

2020-11-19 00:15:53 +00:00
# the word of God
ଯେଉଁ ବାର୍ତ୍ତା ଯାହା ଈଶ୍ବର କହିଥିଲେ
# the testimony of Jesus Christ
ସମ୍ଭାବିତ ଅର୍ଥ ଗୁଡିକ ୧) ଏହା ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଦେଇଥିବା ସାକ୍ଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି” କିମ୍ବା ) “ଯୀଶୁ ଖ୍ରୀଷ୍ଟ ଆପଣା ବିଷୟରେ ଯେଉଁ ସାକ୍ଷ୍ୟ ଦେଇଛନ୍ତି”