# the word of God ଯେଉଁ ବାର୍ତ୍ତା ଯାହା ଈଶ୍ବର କହିଥିଲେ # the testimony of Jesus Christ ସମ୍ଭାବିତ ଅର୍ଥ ଗୁଡିକ ୧) ଏହା ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଦେଇଥିବା ସାକ୍ଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି” କିମ୍ବା ୨) “ଯୀଶୁ ଖ୍ରୀଷ୍ଟ ଆପଣା ବିଷୟରେ ଯେଉଁ ସାକ୍ଷ୍ୟ ଦେଇଛନ୍ତି”