or_tn/php/03/10.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the power of his resurrection
ତାହାଙ୍କ ଶକ୍ତି ଯାହା ଆମ୍ଭମାନଙ୍କୁ ଜୀବନ ଦିଏ
# the fellowship of his sufferings
ଏହା ଯେପରି ଦୁଃଖଭୋଗ କରିବା ସ୍ବରୁପ, ସେହିପରି ସେ ଦୁଃଖଭୋଗ କଲେ କିମ୍ବା “ତାହାଙ୍କ ଦୁଃଖଭୋଗରେ ସହଭାଗୀ ହେବା ସ୍ବରୁପ ଅଟେ”
# becoming like him in his death
ସମ୍ଭାବିତ ଅର୍ଥଗୁଡିକ ୧)ଖ୍ରୀଷ୍ଟଙ୍କ ସଦୃଶ ମୃତ୍ୟୁ ଭୋଗ କରି ପାଉଲ ଖ୍ରୀଷ୍ଟଙ୍କ ସ୍ବରୁପ ହେବାକୁ ଚାହାନ୍ତି କିମ୍ବା ) ପାଉଲ ଆପଣା ପାପ ପ୍ରତି ମୃତ ହେବା ଚାହୁଁଛନ୍ତି ଯେପରି ଖ୍ରୀଷ୍ଟ ପୁନରୁତ୍ଥିତ ହେବା ପୂର୍ବରୁ ମୃତ୍ୟୁବରଣ କରିଥିଲେ I (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])