# the power of his resurrection ତାହାଙ୍କ ଶକ୍ତି ଯାହା ଆମ୍ଭମାନଙ୍କୁ ଜୀବନ ଦିଏ # the fellowship of his sufferings ଏହା ଯେପରି ଦୁଃଖଭୋଗ କରିବା ସ୍ବରୁପ, ସେହିପରି ସେ ଦୁଃଖଭୋଗ କଲେ କିମ୍ବା “ତାହାଙ୍କ ଦୁଃଖଭୋଗରେ ସହଭାଗୀ ହେବା ସ୍ବରୁପ ଅଟେ” # becoming like him in his death ସମ୍ଭାବିତ ଅର୍ଥଗୁଡିକ ୧)ଖ୍ରୀଷ୍ଟଙ୍କ ସଦୃଶ ମୃତ୍ୟୁ ଭୋଗ କରି ପାଉଲ ଖ୍ରୀଷ୍ଟଙ୍କ ସ୍ବରୁପ ହେବାକୁ ଚାହାନ୍ତି କିମ୍ବା ୨) ପାଉଲ ଆପଣା ପାପ ପ୍ରତି ମୃତ ହେବା ଚାହୁଁଛନ୍ତି ଯେପରି ଖ୍ରୀଷ୍ଟ ପୁନରୁତ୍ଥିତ ହେବା ପୂର୍ବରୁ ମୃତ୍ୟୁବରଣ କରିଥିଲେ I (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])