or_tn/php/01/20.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# It is my eager expectation and certain hope
ଏଠାରେ “ଆକାଂକ୍ଷା” ଓ “ଏକାନ୍ତ ଭରସା” ବାକ୍ୟାଂଶ ସାଧାରଣଭାବରେ ସମାନ ଅର୍ଥ ଅଟନ୍ତି I ପାଉଲ ତାହାଙ୍କର ଆକାଂକ୍ଷା କେତେ ଦୃଢ଼ ଅଟେ ତାହାକୁ ଗୁରୁତ୍ବ ଦେବା ନିମନ୍ତେ ସେହି ଶବ୍ଦଗୁଡିକ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଗ୍ରହର ସହିତ ଓ ଦୃଢ଼ଭାବରେ ଭରସା କରୁଅଛି” (ଦେଖ: [[rc://*/ta/man/translate/figs-doublet]])
# but that I will have complete boldness
ଏହା ପାଉଲଙ୍କ ଆକାଂକ୍ଷା ଓ ଭରସାର ଅଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଅତି ସାହସିକ ହେବି”
# Christ will be exalted in my body
“ମୋହର ଶରୀର” ଏକ ରୂପକ ଅଟେ ଯାହା ପାଉଲ ଆପଣା ଶରୀର ସହିତ କରନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ମୁଁ ଯାହା କରେ, ତଦ୍ଦ୍ବାରା ଖ୍ରୀଷ୍ଟଙ୍କର ମହିମାନ୍ବିତ କରୁଅଛି” କିମ୍ବା ) “ମୁଁ ଯାହା କରୁଅଛି, ତଦ୍ଦ୍ବାରା ଲୋକମାନେ ଖ୍ରୀଷ୍ଟଙ୍କ ପ୍ରଶଂସା କରିବେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])
# whether by life or by death
ମୁଁ ଜୀବିତ କିମ୍ବା ମୃତ ହେଲେ ହେଁ କିମ୍ବା “ଯଦି ମୁଁ ଜୀବିତ ରହିଥିବି ବା ମୃତ୍ୟୁଭୋଗ କରିବି”