# It is my eager expectation and certain hope ଏଠାରେ “ଆକାଂକ୍ଷା” ଓ “ଏକାନ୍ତ ଭରସା” ବାକ୍ୟାଂଶ ସାଧାରଣଭାବରେ ସମାନ ଅର୍ଥ ଅଟନ୍ତି I ପାଉଲ ତାହାଙ୍କର ଆକାଂକ୍ଷା କେତେ ଦୃଢ଼ ଅଟେ ତାହାକୁ ଗୁରୁତ୍ବ ଦେବା ନିମନ୍ତେ ସେହି ଶବ୍ଦଗୁଡିକ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଗ୍ରହର ସହିତ ଓ ଦୃଢ଼ଭାବରେ ଭରସା କରୁଅଛି” (ଦେଖ: [[rc://*/ta/man/translate/figs-doublet]]) # but that I will have complete boldness ଏହା ପାଉଲଙ୍କ ଆକାଂକ୍ଷା ଓ ଭରସାର ଅଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଅତି ସାହସିକ ହେବି” # Christ will be exalted in my body “ମୋହର ଶରୀର” ଏକ ରୂପକ ଅଟେ ଯାହା ପାଉଲ ଆପଣା ଶରୀର ସହିତ କରନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ମୁଁ ଯାହା କରେ, ତଦ୍ଦ୍ବାରା ଖ୍ରୀଷ୍ଟଙ୍କର ମହିମାନ୍ବିତ କରୁଅଛି” କିମ୍ବା ୨) “ମୁଁ ଯାହା କରୁଅଛି, ତଦ୍ଦ୍ବାରା ଲୋକମାନେ ଖ୍ରୀଷ୍ଟଙ୍କ ପ୍ରଶଂସା କରିବେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]]) # whether by life or by death ମୁଁ ଜୀବିତ କିମ୍ବା ମୃତ ହେଲେ ହେଁ କିମ୍ବା “ଯଦି ମୁଁ ଜୀବିତ ରହିଥିବି ବା ମୃତ୍ୟୁଭୋଗ କରିବି”