or_tn/mrk/16/15.md

8 lines
839 B
Markdown
Raw Permalink Normal View History

2020-11-19 00:15:53 +00:00
# Go into all the world
ଏଠାରେ “ସମଗ୍ର ଜଗତ” ଜଗତର ଲୋକମାନଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଲୋକମାନେ ଅଛନ୍ତି ସେହି ସବୁ ସ୍ଥାନକୁ ଯାଅ” (ଦେଖ: [[rc://*/ta/man/translate/figs-metonymy]])
# the entire creation
ଏହା ପ୍ରତ୍ୟକ ସ୍ଥାନର ଲୋକଙ୍କ ନିମନ୍ତେ ଅତିରଞ୍ଜିତ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ରୁପେ ପ୍ରତ୍ୟକ ଜଣ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-hyperbole]])