# Go into all the world ଏଠାରେ “ସମଗ୍ର ଜଗତ” ଜଗତର ଲୋକମାନଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଲୋକମାନେ ଅଛନ୍ତି ସେହି ସବୁ ସ୍ଥାନକୁ ଯାଅ” (ଦେଖ: [[rc://*/ta/man/translate/figs-metonymy]]) # the entire creation ଏହା ପ୍ରତ୍ୟକ ସ୍ଥାନର ଲୋକଙ୍କ ନିମନ୍ତେ ଅତିରଞ୍ଜିତ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ରୁପେ ପ୍ରତ୍ୟକ ଜଣ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-hyperbole]])