or_tn/mrk/15/39.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the centurion
ତାହାଙ୍କ ସମ୍ମୁଖରେ ଛିଡା ହୋଇଥିବା ଶତ ସେନାପତି ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ତତ୍ତ୍ଵାବଧାନ କରୁଥିଲେ I
# who stood and faced Jesus
ଏଠାରେ “ମୁଖ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟକାହାକୁ ନିରୀକ୍ଷଣ କରି ଦେଖିବା I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ସମ୍ମୁଖରେ ଯେ ଛିଡା ହୋଇଥିଲେ” (ଦେଖ: [[rc://*/ta/man/translate/figs-idiom]])
# that he had died in this way
ଯୀଶୁ ଯେ ପ୍ରକାରେ ମୃତ୍ୟୁବରଣ କଲେ କିମ୍ବା “ଏହି ପ୍ରକାର ପ୍ରାଣତ୍ୟାଗ ଦେଖି”
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])