# the centurion ତାହାଙ୍କ ସମ୍ମୁଖରେ ଛିଡା ହୋଇଥିବା ଶତ ସେନାପତି ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ତତ୍ତ୍ଵାବଧାନ କରୁଥିଲେ I # who stood and faced Jesus ଏଠାରେ “ମୁଖ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟକାହାକୁ ନିରୀକ୍ଷଣ କରି ଦେଖିବା I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ସମ୍ମୁଖରେ ଯେ ଛିଡା ହୋଇଥିଲେ” (ଦେଖ: [[rc://*/ta/man/translate/figs-idiom]]) # that he had died in this way ଯୀଶୁ ଯେ ପ୍ରକାରେ ମୃତ୍ୟୁବରଣ କଲେ କିମ୍ବା “ଏହି ପ୍ରକାର ପ୍ରାଣତ୍ୟାଗ ଦେଖି” # Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])