or_tn/mrk/12/15.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Jesus knew their hypocrisy
ସେମାନେ କପଟ ପରି ବ୍ୟବାହାର କରୁଥିଲେ I ଏହାକୁ ଆହୁରି ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜାଣିଥିଲେ ଯେ ସେମାନେ ପ୍ରକୃତରେ ଈଶ୍ବର ସେମାନଙ୍କଠାରୁ କ’ଣ ଆଶା କରନ୍ତି ତାହା ଜାଣିବାକୁ ସେମାନେଙ୍କର ଇଛା ନାହିଁ” (ଦେଖ: [[rc://*/ta/man/translate/figs-explicit]])
# Why do you test me?
ଯିହୁଦୀ ନେତାଗଣଙ୍କୁ ଯୀଶୁ ଧମକ ଦେଲେ କାରଣ ସେମାନେ ତାହାଙ୍କୁ ଫାନ୍ଦରେ ପକାଇଵା ପାଇଁ ଚେଷ୍ଟା କରୁଥିଲେ I ଏହା ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ମୋର ଭୁଲ ବିଷୟ ଦେଖି ମୋତେ ଦୋଷାରୋପ କରିବାକୁ ଚେଷ୍ଟା କରୁଅଛ I” (ଦେଖ: [[rc://*/ta/man/translate/figs-rquestion]])
# denarius
ଏହି ମୁଦ୍ରାର ମୁଲ୍ୟ ଗୋଟିଏ ଦିନର ମଜୁରୀ ଥିଲା I (ଦେଖ: [[rc://*/ta/man/translate/translate-bmoney]])