# Jesus knew their hypocrisy ସେମାନେ କପଟ ପରି ବ୍ୟବାହାର କରୁଥିଲେ I ଏହାକୁ ଆହୁରି ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜାଣିଥିଲେ ଯେ ସେମାନେ ପ୍ରକୃତରେ ଈଶ୍ବର ସେମାନଙ୍କଠାରୁ କ’ଣ ଆଶା କରନ୍ତି ତାହା ଜାଣିବାକୁ ସେମାନେଙ୍କର ଇଛା ନାହିଁ” (ଦେଖ: [[rc://*/ta/man/translate/figs-explicit]]) # Why do you test me? ଯିହୁଦୀ ନେତାଗଣଙ୍କୁ ଯୀଶୁ ଧମକ ଦେଲେ କାରଣ ସେମାନେ ତାହାଙ୍କୁ ଫାନ୍ଦରେ ପକାଇଵା ପାଇଁ ଚେଷ୍ଟା କରୁଥିଲେ I ଏହା ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ମୋର ଭୁଲ ବିଷୟ ଦେଖି ମୋତେ ଦୋଷାରୋପ କରିବାକୁ ଚେଷ୍ଟା କରୁଅଛ I” (ଦେଖ: [[rc://*/ta/man/translate/figs-rquestion]]) # denarius ଏହି ମୁଦ୍ରାର ମୁଲ୍ୟ ଗୋଟିଏ ଦିନର ମଜୁରୀ ଥିଲା I (ଦେଖ: [[rc://*/ta/man/translate/translate-bmoney]])