or_tn/mrk/11/31.md

12 lines
857 B
Markdown
Raw Permalink Normal View History

2020-11-19 00:15:53 +00:00
# If we say, 'From heaven,'
ଯୋହନଙ୍କର ବାପ୍ତିସ୍ମର ଉତ୍ସକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯଦି ଆମ୍ଭେ କହୁ, ‘ଏହା ସ୍ବର୍ଗରୁ ହୋଇଥିଲା’”, (ଦେଖ: [[rc://*/ta/man/translate/figs-ellipsis]])
# From heaven
ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଦେଖ ତୁମେ ଏହାକୁ [ମାର୍କ ୧୧:୩୦] (../11/30.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ” (ଦେଖ: [[rc://*/ta/man/translate/figs-metonymy]])
# not believe him
“ତାହାଙ୍କୁ” ଶବ୍ଦ ବାପ୍ତିଜକ ଯୋହନଙ୍କୁ ବୁଝାଏ I