# If we say, 'From heaven,' ଯୋହନଙ୍କର ବାପ୍ତିସ୍ମର ଉତ୍ସକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯଦି ଆମ୍ଭେ କହୁ, ‘ଏହା ସ୍ବର୍ଗରୁ ହୋଇଥିଲା’”, (ଦେଖ: [[rc://*/ta/man/translate/figs-ellipsis]]) # From heaven ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଦେଖ ତୁମେ ଏହାକୁ [ମାର୍କ ୧୧:୩୦] (../11/30.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ” (ଦେଖ: [[rc://*/ta/man/translate/figs-metonymy]]) # not believe him “ତାହାଙ୍କୁ” ଶବ୍ଦ ବାପ୍ତିଜକ ଯୋହନଙ୍କୁ ବୁଝାଏ I