or_tn/mrk/10/15.md

16 lines
971 B
Markdown
Raw Permalink Normal View History

2020-11-19 00:15:53 +00:00
# whoever will not receive ... child will definitely not enter it
ଯେକେହି ଗ୍ରହଣ ନକରେ ... ଶିଶୁ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ
# as a little child
ଯୀଶୁ କିପରି ଲୋକମାନେ ଈଶ୍ବରଙ୍କ ରାଜ୍ୟକୁ ଗ୍ରହଣ କରିବା ଉଚିତ୍ ଓ କିପରି ପିଲାମାନେ ଗ୍ରହଣ କରନ୍ତି ତାହାକୁ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଶିଶୁ ପରି” (ଦେଖ: [[rc://*/ta/man/translate/figs-simile]])
# will not receive the kingdom of God
ଈଶ୍ବରଙ୍କୁ ସେମାନଙ୍କ ରାଜା ଭାବେ ଗ୍ରହଣ କରିବେ ନାହିଁ
# definitely not enter it
“ଏହା” ଶବ୍ଦ ଈଶ୍ବରଙ୍କ ରାଜ୍ୟକୁ ବୁଝାଏ I