# whoever will not receive ... child will definitely not enter it ଯେକେହି ଗ୍ରହଣ ନକରେ ... ଶିଶୁ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ # as a little child ଯୀଶୁ କିପରି ଲୋକମାନେ ଈଶ୍ବରଙ୍କ ରାଜ୍ୟକୁ ଗ୍ରହଣ କରିବା ଉଚିତ୍ ଓ କିପରି ପିଲାମାନେ ଗ୍ରହଣ କରନ୍ତି ତାହାକୁ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଶିଶୁ ପରି” (ଦେଖ: [[rc://*/ta/man/translate/figs-simile]]) # will not receive the kingdom of God ଈଶ୍ବରଙ୍କୁ ସେମାନଙ୍କ ରାଜା ଭାବେ ଗ୍ରହଣ କରିବେ ନାହିଁ # definitely not enter it “ଏହା” ଶବ୍ଦ ଈଶ୍ବରଙ୍କ ରାଜ୍ୟକୁ ବୁଝାଏ I