or_tn/mrk/09/50.md

16 lines
966 B
Markdown
Raw Permalink Normal View History

2020-11-19 00:15:53 +00:00
# its saltiness
ଏହାର ଲବଣତ୍ବ
# how can you make it salty again?
ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆଉଥରେ ଏହାକୁ ଲବଣତ୍ବ କରି ପାରିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]])
# salty again
ଆଉଥରେ ଲବଣର ସ୍ବାଦ
# Have salt among yourselves
ଯୀଶୁ ପରସ୍ପର ଉତ୍ତମ କର୍ମ କରିବା ବିଷୟରେ କହନ୍ତି ଯେପରି ଲବଣ ଉତ୍ତମ କରେ ଯାହା ଲୋକମାନଙ୍କର ଅଛି I ଅନ୍ୟଏକ ଅନୁବାଦରେ: ପରସ୍ପରର ଉତ୍ତମ କର, ଯେପରି ଲବଣ ଖାଦ୍ୟରେ ସ୍ବାଦ ଯୁକ୍ତ କରେ” (ଦେଖ: [[rc://*/ta/man/translate/figs-metaphor]])