# its saltiness ଏହାର ଲବଣତ୍ବ # how can you make it salty again? ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆଉଥରେ ଏହାକୁ ଲବଣତ୍ବ କରି ପାରିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]]) # salty again ଆଉଥରେ ଲବଣର ସ୍ବାଦ # Have salt among yourselves ଯୀଶୁ ପରସ୍ପର ଉତ୍ତମ କର୍ମ କରିବା ବିଷୟରେ କହନ୍ତି ଯେପରି ଲବଣ ଉତ୍ତମ କରେ ଯାହା ଲୋକମାନଙ୍କର ଅଛି I ଅନ୍ୟଏକ ଅନୁବାଦରେ: ପରସ୍ପରର ଉତ୍ତମ କର, ଯେପରି ଲବଣ ଖାଦ୍ୟରେ ସ୍ବାଦ ଯୁକ୍ତ କରେ” (ଦେଖ: [[rc://*/ta/man/translate/figs-metaphor]])