or_tn/mrk/09/10.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# rising from the dead
ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ I ଏହା ପୁନର୍ବାର ଜୀବନ ପାଇବା ବିଷୟରେ କହେ I ଏହି ବାକ୍ୟାଂଶ “ମୃତ୍ୟୁ” “ମୃତ ଲୋକକୁ” ବୁଝାଏ ଓ ମୃତ୍ୟୁର ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ ମୃତମାନଙ୍କ ମଧ୍ୟରେ ପୁନ୍ନରୁଥାନ” (ଦେଖ: [[rc://*/ta/man/translate/figs-metonymy]])
# So they kept the matter to themselves
ଏଠାରେ “ନିଜ ପାଖରେ ରଖିବା” ଏକ ରୁଢି ଅଟେ ଯାହାର ଅର୍ଥ ସେମାନେ ଯାହା ଦେଖିଲେ ସେ ବିଷୟରେ କାହାକୁ କିଛି କହିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ଏଣୁ ସେମାନେ ଯାହା ଦେଖିଥିଲେ କାହାକୁ କହିଲେ ନାହିଁ” (ଦେଖ: [[rc://*/ta/man/translate/figs-idiom]])