# rising from the dead ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ I ଏହା ପୁନର୍ବାର ଜୀବନ ପାଇବା ବିଷୟରେ କହେ I ଏହି ବାକ୍ୟାଂଶ “ମୃତ୍ୟୁ” “ମୃତ ଲୋକକୁ” ବୁଝାଏ ଓ ମୃତ୍ୟୁର ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ ମୃତମାନଙ୍କ ମଧ୍ୟରେ ପୁନ୍ନରୁଥାନ” (ଦେଖ: [[rc://*/ta/man/translate/figs-metonymy]]) # So they kept the matter to themselves ଏଠାରେ “ନିଜ ପାଖରେ ରଖିବା” ଏକ ରୁଢି ଅଟେ ଯାହାର ଅର୍ଥ ସେମାନେ ଯାହା ଦେଖିଲେ ସେ ବିଷୟରେ କାହାକୁ କିଛି କହିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ଏଣୁ ସେମାନେ ଯାହା ଦେଖିଥିଲେ କାହାକୁ କହିଲେ ନାହିଁ” (ଦେଖ: [[rc://*/ta/man/translate/figs-idiom]])