or_tn/mrk/09/05.md

12 lines
1020 B
Markdown
Raw Permalink Normal View History

2020-11-19 00:15:53 +00:00
# Peter answered and said to Jesus
ପିତର ଯୀଶୁଙ୍କୁ କହିଲେ, ଏଠାରେ “ଉତ୍ତର” ଶବ୍ଦଗୁଡିକ ଏହି କଥୋପକଥନରେ ପିତରଙ୍କୁ ପରିଚିତ କରେ I ପିତର ପ୍ରଶ୍ନର ଉତ୍ତର ଦେଉ ନଥିଲେ I
# it is good for us to be here
ଏହା ସ୍ପଷ୍ଟ ନୁହେଁ ଯେ “ଆମ୍ଭମାନଙ୍କୁ” କେବଳ ପିତର, ଯାକୁବ, ଓ ଯୋହନ ଙ୍କୁ ବୁଝାଏ କିମ୍ବା ସେହିଠାରେ ଯୀଶୁ, ଏଲିୟ ଓ ମୋଶାଙ୍କୁ ବୁଝାଏ I ଯଦି ତୁମେ ଅନୁବାଦ ଉଭୟକୁ ପସନ୍ଦ କରେ, ତାହା କର I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-inclusive]])
# shelters
ସରଳ, କ୍ଷଣସ୍ଥାୟୀ ସ୍ଥାନ ଯେଉଁଠାରେ ବସିବେ କିମ୍ବା ଶୋଇବେ