# Peter answered and said to Jesus ପିତର ଯୀଶୁଙ୍କୁ କହିଲେ, ଏଠାରେ “ଉତ୍ତର” ଶବ୍ଦଗୁଡିକ ଏହି କଥୋପକଥନରେ ପିତରଙ୍କୁ ପରିଚିତ କରେ I ପିତର ପ୍ରଶ୍ନର ଉତ୍ତର ଦେଉ ନଥିଲେ I # it is good for us to be here ଏହା ସ୍ପଷ୍ଟ ନୁହେଁ ଯେ “ଆମ୍ଭମାନଙ୍କୁ” କେବଳ ପିତର, ଯାକୁବ, ଓ ଯୋହନ ଙ୍କୁ ବୁଝାଏ କିମ୍ବା ସେହିଠାରେ ଯୀଶୁ, ଏଲିୟ ଓ ମୋଶାଙ୍କୁ ବୁଝାଏ I ଯଦି ତୁମେ ଅନୁବାଦ ଉଭୟକୁ ପସନ୍ଦ କରେ, ତାହା କର I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-inclusive]]) # shelters ସରଳ, କ୍ଷଣସ୍ଥାୟୀ ସ୍ଥାନ ଯେଉଁଠାରେ ବସିବେ କିମ୍ବା ଶୋଇବେ