or_tn/mrk/07/32.md

12 lines
933 B
Markdown
Raw Permalink Normal View History

2020-11-19 00:15:53 +00:00
# They brought
ପୁଣି ଲୋକାମାନେ ଆଣିଲେ
# who was deaf
ଯେ ଶୁଣିବା ନିମନ୍ତେ ସକ୍ଷମ ନଥିଲା
# they begged him to lay his hand on him
ଲୋକମାନଙ୍କ ଉପରେ ହାତ ଥୋଇ ଭାବାବାଦୀ ଓ ଶିକ୍ଷକ ମାନେ ସୁସ୍ଥ ବା ଆଶୀର୍ବାଦ କରନ୍ତି I ଏହି ପରିପ୍ରେକ୍ଷିରେ, ଲୋକମାନେ ଯୀଶୁଙ୍କୁ ଜଣକୁ ସୁସ୍ଥତା କରିବା ନିମନ୍ତେ ବିନତୀ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆଉ ଲୋକେ ଜଣକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହସ୍ତ ଥୋଇବା ନିମନ୍ତେ ତାହାଙ୍କୁ ବିନତୀ କଲେ” (ଦେଖ: [[rc://*/ta/man/translate/figs-explicit]])