# They brought ପୁଣି ଲୋକାମାନେ ଆଣିଲେ # who was deaf ଯେ ଶୁଣିବା ନିମନ୍ତେ ସକ୍ଷମ ନଥିଲା # they begged him to lay his hand on him ଲୋକମାନଙ୍କ ଉପରେ ହାତ ଥୋଇ ଭାବାବାଦୀ ଓ ଶିକ୍ଷକ ମାନେ ସୁସ୍ଥ ବା ଆଶୀର୍ବାଦ କରନ୍ତି I ଏହି ପରିପ୍ରେକ୍ଷିରେ, ଲୋକମାନେ ଯୀଶୁଙ୍କୁ ଜଣକୁ ସୁସ୍ଥତା କରିବା ନିମନ୍ତେ ବିନତୀ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଆଉ ଲୋକେ ଜଣକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହସ୍ତ ଥୋଇବା ନିମନ୍ତେ ତାହାଙ୍କୁ ବିନତୀ କଲେ” (ଦେଖ: [[rc://*/ta/man/translate/figs-explicit]])