or_tn/mrk/07/25.md

8 lines
491 B
Markdown
Raw Permalink Normal View History

2020-11-19 00:15:53 +00:00
# had an unclean spirit
ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ତାହାକୁ ଅଶୁଚି ଆତ୍ମା ଲାଗିଥିଲା I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ଲାଗିଥିଲା” (ଦେଖ: [[rc://*/ta/man/translate/figs-idiom]])
# fell down
ଆଣ୍ଠୁ ପାତିଲା I ଏହା ସମ୍ମାନ ଓ ବଶବର୍ତ୍ତି ହେବାର ସୁଚକ ଅଟେ I