# had an unclean spirit ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ତାହାକୁ ଅଶୁଚି ଆତ୍ମା ଲାଗିଥିଲା I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ଲାଗିଥିଲା” (ଦେଖ: [[rc://*/ta/man/translate/figs-idiom]]) # fell down ଆଣ୍ଠୁ ପାତିଲା I ଏହା ସମ୍ମାନ ଓ ବଶବର୍ତ୍ତି ହେବାର ସୁଚକ ଅଟେ I