or_tn/mrk/06/21.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
#
ଲେଖକ ହେରୋଦ ଓ ବାପ୍ତିଜକ ଯୋହନଙ୍କର ମୁଣ୍ଡ ଛେଦନକାରୀ ବିଷୟରେ ପ୍ରାକ ତଥ୍ୟ ପ୍ରକାଶ କରୁଛନ୍ତି I (ଦେଖ: [[rc://*/ta/man/translate/writing-background]])
# he made a dinner for his officials ... of Galilee
ଏଠାରେ “ସେ” ଶବ୍ଦ ହେରୋଦକୁ ବୁଝାଏ ଓ ତାହାର ଦାସ ଯେଉଁମାନଙ୍କୁ ଭୋଜନ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ I ଅନ୍ୟଏକ ଅନୁବାଦରେ: “ସେ ପାତ୍ର, ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ ... ଗାଲିଲିର” କିମ୍ବା “ ସେ ତାଙ୍କର ଅଧିକାରୀମାନଙ୍କୁ ନିମନ୍ତ୍ରଣ କଲେ ... ଗାଲିଇରେ ତାହାଙ୍କ ସହିତ ଭୋଜନ ଓ ପାନ କରିବେ”
# a dinner
ରିତିବାଦ ଭୋଜ ବା ଭୋଜି